ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଂଚବଟୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଂଚବଟୀ   ବିଶେଷ୍ୟ

ଅର୍ଥ : ନାସିକର ଉତ୍ତର ଭାଗରେ ଅବସ୍ଥିତ ଏକ ସ୍ଥାନ ଯାହା ଦଣ୍ଡକାରଣ୍ୟର ଏକ ଅଂଶରୂପେ ପରିଚିତ ଏବଂ ଯାହାର ଧାର୍ମିକ ମହତ୍ତ୍ୱ ମଧ୍ୟ ରହିଛି

ଉଦାହରଣ : ରାମାୟଣ ଅନୁସାରେ ପଞ୍ଚବଟୀରେ ହିଁ ସୀତାଙ୍କ ହରଣ ହୋଇଥିଲା

ସମକକ୍ଷ : ପଞ୍ଚବଟୀ


ଅନ୍ୟ ଭାଷାରେ ଅନୁବାଦ :

नासिक के उत्तर भाग में, दंडकारण्य में गोदावरी के तट पर स्थित एक प्रसिद्ध स्थान जिसका धार्मिक महत्त्व भी है।

रामायण के अनुसार सीता का हरण पंचवटी से ही हुआ था।
पंचवटी, पञ्चवटी

A place of worship hallowed by association with some sacred thing or person.

shrine